Monday, 4 April 2022

ଗ୍ରୀନ ଟି' ପରେ ବଢୁଛି ବ୍ଲୁ ଟି'ର ଚାହିଦା, ପଛରେ ପଡ଼ିଛି ବ୍ଲାକ୍! ଜାଣନ୍ତୁ କାରଣ

0 comments
ସ୍ୱାସ୍ଥ୍ୟ ଉପକାରିତା ଏବଂ ଟେଷ୍ଟ ବିଷୟରେ କହିବାକୁ ଗଲେ ବ୍ଲୁ ଟି' ଏବେ ଆଗରେ ରହିଛି । ସମ୍ପୂର୍ଣ୍ଣ ପ୍ରାକୃତିକ ଉପାଦାନରୁ ପ୍ରସ୍ତୁତ ଏହି ଚା'ରେ ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ଇନ୍‌ଫ୍ଲାମେଟୋରୀ, ଆଣ୍ଟି-ବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ସେପ୍ଟିକ୍ ଗୁଣ ଭରି ରହିଛି ଯାହା ବହୁ ପ୍ରକାର ଶାରୀରିକ ଯନ୍ତ୍ରଣାକୁ ଦୂର କରିପାରୁଛି ।

source https://zeenews.india.com/hindi/zeeodisha/lifestyle/blue-tea-all-you-need-to-know-about-this-herbal-tea-benefits/1143280

No comments:

Post a Comment